Breaking

STAY HOME SAVE LIVES...

STAY HOME SAVE LIVES...

Sunday, July 21, 2019

Math Pedagogy 100 Important questions for OTET 2019

Math Pedagogy 100 Important questions for OTET 2019
Math Pedagogy for OTET

Download PDF : CLICK HERE
1) ଜଣେ ଛାତ୍ର କାହିଁକି ଗଣିତ ଶିକ୍ଷା ଲାଭ କରିବ ?
=> ଏହାର ସ୍ୱତନ୍ତ୍ରତା ପାଇଁ              
=> ଏହାର ସଂକ୍ଷୀପ୍ତତା ପାଇଁ
=> ଏହାର ଶୁଦ୍ଧତା ପାଇଁ                     
=> ଉପରୋକ୍ତ ସମସ୍ତ..
2) ଜଣେ ଛାତ୍ର ଭିନ୍ନ ଭିନ୍ନ ଆକାରରେ ଭିନ୍ନ ଭିନ୍ନ ବୃତ୍ତ ଅଙ୍କନ କରି ଦେଖିଲେ ଯେ, ପ୍ରତ୍ୟେକ ବୃତ୍ତର ବ୍ୟାସ କେନ୍ଦ୍ର ବିନ୍ଦୁକୁ ସ୍ପର୍ଶ କରୁଛି ଏବଂ ବୃତ୍ତର ବ୍ୟାସ ବ୍ୟାସାର୍ଦ୍ଧର ଦୁଇଗୁଣ | ଏହା ଗଣିତର କେଉଁ ପଦ୍ଧତିକୁ ସୂଚାଉଛି ?
=> ଆରୋହ..
=> ଅବରୋହ
=> ବିସ୍ଲେସଣ
=> ସଂସ୍ଲେସଣ
3) ଅନ୍ତର୍ନିହିତ ସଂରଚନା ଦୃଷ୍ଟି କୋଣରୁ କେଉଁଟି ଗଣିତ ଶିକ୍ଷାଦାନର ବୈଶିଷ୍ଟ୍ୟ ?
=> ଶୃଙ୍ଖଳିତ ପ୍ରକାଶ ଭଙ୍ଗୀ
=> ବିଷୟବସ୍ତୁର ଶୃଙ୍ଖଳିତ କ୍ରମାନୁସାର ସଜ୍ଜିକରଣ
=> ବିଷୟବସ୍ତୁ ଗୁଡିକର ପାରସ୍ପରିକ ସମ୍ପର୍କ
=> ଉପରୋକ୍ତ ସମୟ..
4) ଉଚ୍ଚଶ୍ରେଣୀରେ ଜ୍ୟାମିତିକ ଯୁକ୍ତିମୂଳକ ପ୍ରମାଣ ନିମନ୍ତେ କେଉଁ ପଦ୍ଧତି ଉପଯୋଗୀ ?
=> ଆରୋହ
=> ଅବରୋହ
=> ବିସ୍ଲେସଣ..
=> ସମସ୍ୟା ସମାଧାନ
5) ଗଣେଶ ପୂଜା ପାଳନ ନିମନ୍ତେ ଶିକ୍ଷକ ଛାତ୍ରମାନଙ୍କ ପାଇଁ କେତେକ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ କଲେ | ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କିତ ନୁହେଁ ?
=> ସାଜ ସଜ୍ଜା କରିବା
=> ଚାନ୍ଦା ଆଦାୟ କରିବା
=> ପୂଜା ସାମଗ୍ରୀ କିଣିବା
=> ଗଣେଶ ପୂଜା ବିଷୟରେ ରଚନା ଲେଖିବା..
6) ଡୋମିନା ' ?
=> ଏକ ଗଣିତ ଶିକ୍ଷା ଉପକରଣ..
=> ଏକ ଜ୍ୟାମିତି ବାକ୍ସ
=> ଏକ ଗାଣିତିକ ପ୍ରକ୍ରିୟା
=> ଜଣେ ଗଣିତଜ୍ଞଙ୍କ ନାମ
7) କେଉଁଟି ଗଣିତ ଶିକ୍ଷାର ଅନ୍ତର୍ନିହିତ ସଂରଚନାର ବୈଶିଷ୍ଟ୍ୟ ନୁହେଁ ?
=> ସଂଖ୍ୟା ଗଣିବା..
=> ନିର୍ଦ୍ଧିଷ୍ଟତା
=> ନିର୍ଦ୍ଧିଷ୍ଟ କ୍ରମ
=> ସଂକ୍ଷିପ୍ତ ଅଭିବ୍ୟକ୍ତି
8) ଶିକ୍ଷଦାନର କେଉଁ ପଦ୍ଧତି ଦ୍ବୟ ସମୟ ସାପେକ୍ଷ ବ୍ୟୟ ସାପେକ୍ଷ ?
=> ଆରୋହ ଅବରୋହ
=> କ୍ରୀଡା ପ୍ରକଳ୍ପ..
=> ବିସ୍ଲେସଣ ଆରୋହଣ
=> କେଉଁଟି ବି ନୁହେଁ
9) " ଭଗବାନ ବିଶ୍ୱକୁ ଯେଉଁ ଭାଷାରେ ଲେଖିଛନ୍ତି ତାହା ଗଣିତ " - ଏହାକୁ କିଏ ଲେଖିଥିଲେ ?
=> ମାର୍ଶାଲ
=> ରସେଲ
=> ଗାଲିଲିଓ..
=> ନିଉଟନ
10) ଅଷ୍ଟମ ଶ୍ରେଣୀରେ ଜ୍ୟାମିତି ଉପପାଦ୍ୟର ଯୁକ୍ତିମୂଳକ ପ୍ରମାଣ ଶିକ୍ଷାଦାନ ନିମନ୍ତେ କେଉଁ ପଦ୍ଧତି ଅଧିକ ଫଳପ୍ରଦ ?
=> ଆରୋହ ଅବରୋହ
=> ଆରୋହ ବିସ୍ଲେସଣ
=> ଅବରୋହି ଶଂସ୍ଲେସଣ
=> ବିସ୍ଲେସଣ ସଂସ୍ଲେସଣ..
11) ମୌଳିକ ସଂଖ୍ୟା କାହାକୁ କୁହାଯାଏଏହି ପ୍ରଶ୍ନଟି କେଉଁ ଶୈକ୍ଷିକ ଉଦ୍ଦେଶ୍ୟ ଉପରେ ଆଧାରିତ ?
=> ଜ୍ଞାନ..
=> ବୋଧ
=> ପ୍ରୟୋଗ
=> ମୂଲ୍ୟାୟନ
12) ଗଣିତ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ପାଠ୍ୟ ଯୋଜନା ରେ କେଉଁଟି ନଥାଏ ?
=> ଶିକ୍ଷଣ ଉଦ୍ଦେଶ୍ୟ            
=> ଗଠନ ମୂଳକ
=> ସମାପ୍ତି ସୂଚକ ପ୍ରଶ୍ନ            
=> ପାଠ ଖସଡ଼ା..
13) କେଉଁଟି ପ୍ରାଥମିକ ସ୍ତରରେ ଜ୍ୟାମିତି ଶିକ୍ଷାର ଉଦ୍ଦେଶ୍ୟ?
=> ଜ୍ୟାମିତିକ ଚିତ୍ରର ପର୍ଯ୍ୟବେକ୍ଷଣ..
=> ଜ୍ୟାମିତିକ ଚିତ୍ରର ପର୍ଯ୍ୟବେକ୍ଷଣ ଯୁକ୍ତିମୂଳକ ପ୍ରମାଣ
=> ଜ୍ୟାମିତିକ ଚିତ୍ରର ସଂଜ୍ଞା ନିରୂପଣ
=> ଜ୍ୟାମିତିକ ଚିତ୍ର ଗୁଡିକର ଠିକ ଅଙ୍କନ
14. "ଯେକୌଣସି ଦୁଇଟି ଯୁଗ୍ମ ସଂଖ୍ୟାର ଯୋଗଫଳ ଯୁଗ୍ମସଂଖ୍ୟା ଅଟେ |" ପ୍ରାଥମିକ ଶ୍ରେଣୀରେ ଏହାର ଶିକ୍ଷାଦାନ ନିମନ୍ତେ କେଉଁ ପଦ୍ଧତି କରାଯିବା ଉଚିତ?
=> ବିଶ୍ଲଷଣ
=> ସଂସ୍ଲେସଣ
=> ଆରୋହ..
=> ଅବରୋହ
15) କେଉଁଟି ଗଣିତ ପାଠ୍ୟ ପୁସ୍ତକରେ ଥାଏ ?
=> ସମାହିତ ପ୍ରଶ୍ନ|ବଳି
=> ଅଭ୍ୟାସ ପ୍ରଶ୍ନ|ବଳି
=> ଶିକ୍ଷଣ ପଦ୍ଧତି..
=> ଜ୍ୟାମିତିକ ଚିତ୍ର ଗ୍ରାଫ
16) ପ୍ରାଥମିକ ସ୍ତରରେ ଜ୍ୟାମିତି ପଢ଼ାଇବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଏ ?
=> ବିସ୍ଲେସଣ ସଂସ୍ଲେସଣ
=> ଆରୋହ ଅବରୋହ..
=> ବିସ୍ଲେସଣ ଆରୋହ
=> ଆରୋହ ସଂସ୍ଲେସଣ


17) ତ୍ରିଭୁଜର ତିନି କୋଣର ସମଷ୍ଟି 180°  -- ଏହା ଷଷ୍ଠ ଶ୍ରେଣୀରେ ଶିକ୍ଷାଦାନ ପାଇଁ କେଉଁ ପଦ୍ଧତି ସର୍ବୋତ୍କୃଷ୍ଟ ?
=> ଆରୋହ ପଦ୍ଧତି..
=> ଅବରୋହ ପଦ୍ଧତି
=> ବିସ୍ଲେସଣ ପଦ୍ଧତି
=> ସଂସ୍ଲେସଣ ପଦ୍ଧତି
18) ଗଣିତ ଶିକ୍ଷାଦାନ ପାଇଁ କେଉଁ ଦୁଇଟି ପଦ୍ଧତି ପରସ୍ପର ପରିପୁରକ ନିର୍ଭରଶୀଳ ?
=> ଆରୋହ ସଂସ୍ଲେସଣ
=> ଅବରୋହ ବିସ୍ଲେସଣ
=> ଆରୋହ ବିସ୍ଲେସଣ
=> ବିସ୍ଲେସଣ ସଂସ୍ଲେସଣ..

19) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଣିତ ପାଠ୍ୟପୁସ୍ତକ ପ୍ରସ୍ତୁତି ନୀତି ଉପରେ ଆଧାରିତ ନୁହେଁ ?
=> ବିଦ୍ୟାର୍ଥୀ କୈନ୍ଦ୍ରିକ
=> ନମନୀୟ ଦୈନନ୍ଦିନ ଜୀବନ ସମ୍ପର୍କିତ
=> ଅନ୍ୟାନ୍ୟ ପାଠ୍ୟ ବିଷୟ ସହ ସମନ୍ୱୟ
=> ଅନମନୀୟ ପାଠ୍ୟ ବସ୍ତୁ..
20) ପ୍ରାଥମିକ ବିଦ୍ୟାଳୟରେ ଗଣିତ ଶିକ୍ଷାଦାନର ପ୍ରାରମ୍ଭିକ ଅବସ୍ଥାରେ ଶିକ୍ଷାର୍ଥୀର କେଉଁ ଦକ୍ଷତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ?
=> ସଂଖ୍ୟା ପରିଚିତି ଗଣନ..
=> ସଂଖ୍ୟା ଗୁଣନ ଭାଗକ୍ରିୟା
=> ଗାଣିତିକ ସଂକେତର ପ୍ରୟୋଗ
=> ଉଚ୍ଚତା ଓଜନର ପରିମାପ
21) ନିମ୍ନୋକ୍ତ କେଉଁ କ୍ଷେତ୍ରରେ ଗଣିତ ପାଠ୍ୟପୁସ୍ତକ ମୁଖ୍ୟତଃ ଶିକ୍ଷକଙ୍କର ସହାୟକ ହୋଇଥାଏ ?
=> ପାଠ୍ୟ ଖସଡ଼ା ପ୍ରସ୍ତୁତି..
=> ଅନ୍ୟ ବିଷୟ ଗୁଡିକ ସହିତ ସମ୍ପର୍କ ସ୍ଥାପନ
=> ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ
=> ଶିକ୍ଷଣ ଉପକରଣର ବ୍ୟବହାର
22) ଗଣିତ ପାଠ୍ୟପୁସ୍ତକରେ ' ଥାଏ ?
=> ଶିକ୍ଷାଦାନର ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ
=> ଶିକ୍ଷାଦାନ ଉପକରଣ
=> ଶିକ୍ଷାଦାନ ପଦ୍ଧତି
=> ସମାହିତ ଉଦାହରଣ..
23) ଜଣେ ଛାତ୍ର ଗୋଟିଏ ସଂଖ୍ୟାର ଗୁଣିତକ ଗୁଣନୀୟକ ନିର୍ଣ୍ଣୟ କରିପାରୁଛି | ତେବେ ସେ ଗଣିତ ଶିକ୍ଷାର କେଉଁ ଶୈକ୍ଷିକ ଉଦ୍ଦେଶ୍ୟ ହାସଲ କରିଛନ୍ତି ?
=> ଜ୍ଞାନ
=> ବୋଧ..
=> ପ୍ରୟୋଗ
=>କୌଶଳ
24) କେଉଁଟି ବ୍ଲୁ ପ୍ରିଣ୍ଟରେ ଥାଏ ?
=> ଶୈକ୍ଷିକ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱ
=> ବିଷୟବସ୍ତୁ ଉପରେ ଗୁରୁତ୍ୱ
=> ପ୍ରଶ୍ନର ପ୍ରକାରଭେଦ ଉପରେ ଗୁରୁତ୍ୱ
=> ମୂଲ୍ୟାୟନ ଉପରେ ଗୁରୁତ୍ୱ..

25) କେଉଁ ଗାଣିତିକ ଶିକ୍ଷା ପଦ୍ଧତିଟି କର୍ମଭିତ୍ତିକ ଅଟେ ?
=> ଆରୋହ
=> ଅବରୋହ
=> ପ୍ରକଳ୍ପ..
=> ସମସ୍ତ
26) କେଉଁଟି ଏକ ବସ୍ତୁନିଷ୍ଠ ପ୍ରଶ୍ନ ନୁହେଁ ?
=> ଅନୁରୂପ ପ୍ରକାର
=> ସମାପନ ମୂଳକ
=> ବହୁ ବିକଳ୍ପ
=> ସ୍ୱଳ୍ପ ଉତ୍ତରମୂଳକ..
27) ନିମ୍ନୋକ୍ତ ମଧ୍ୟରୁ କେଉଁଟି ସର୍ବୋତ୍କୃଷ୍ଟ ଗାଣିତିକ ଦକ୍ଷତାର ସୂଚକ ?
=> ଗାଣିତିକ ଲିଖନ
=> ଗାଣିତିକ ସମସ୍ୟାର ବିସ୍ଲେସଣ..
=> ଗାଣିତିକ ଭାଷାକୁ ସାଙ୍କେତିକ ଭାଷାରେ ରୂପାନ୍ତରଣ
=> ଗାଣିତିକ ସମାଧାନ ପ୍ରକ୍ରିୟାରେ ତ୍ରୁଟି ନିର୍ଣ୍ଣୟ ସଂଶୋଧନ
28) ଜଣେ ଛାତ୍ର ଉର୍ଦ୍ଧ୍ୱ କ୍ରମରେ ସଂଖ୍ୟାଗୁଡିକୁ ସଜାଇ ଲେଖି ପାରୁଛି | ଏହା ବିଦ୍ୟାର୍ଥୀର କେଉଁ ଦକ୍ଷତାକୁ ସୂଚାଉଛି ?
=> ବଡ ସାନ ସଂଖ୍ୟା ଚିନ୍ହି ପାରୁଛି
=> ବଡ ସାନ ସଂଖ୍ୟା ପୃଥକ କରିପାରୁଛି
=> ବଡ ସାନ ସଂଖ୍ୟାର କ୍ରମ ବୁଝିପାରୁଛି..
=> ବଡ ସାନ ସଂଖ୍ୟା ଲେଖିପାରୁଛି
29) ପ୍ରାଥମିକ ସ୍ତରରେ କେଉଁ ପଦ୍ଧତିରେ ପରୀକ୍ଷାମୂଳକ ଜ୍ୟାମିତିକ ଉପପାଦ୍ୟ ଶିକ୍ଷା ଦିଆଯିବା ଉଚିତ ?
=> ଆରୋହ..
=> ଅବରୋହ
=> ବିସ୍ଲେସଣ
=> କେଉଁଟି ବି ନୁହେଁ
30) " ବାସ୍ତବ ସଂଖ୍ୟାର ସଂଜ୍ଞା ଲେଖ " | ଏହି ପ୍ରଶ୍ନ କେଉଁ ଶୈକ୍ଷିକ ଉଦ୍ଦେଶ୍ୟ ଭିତ୍ତିକ ?
=> ଜ୍ଞାନ..
=> ବୋଧ
=> ପ୍ରୟୋଗ
=> ବିସ୍ଲେଷଣ
31) ବୋର୍ଡ଼ ପରୀକ୍ଷା ନିମନ୍ତେ ଗଣିତର ପ୍ରଶ୍ନ ପ୍ରସ୍ତୁତ କରିବା ସମୟରେ କେଉଁଟି ଉପରେ ଗୁରୁତ୍ୱ ଦେବା ଉଚିତ ?
ସମସ୍ତ ପ୍ରଶ୍ନଗୁଡିକୁ :
=> ଉଦ୍ଦେଶ୍ୟଭିତ୍ତିକ କରିବା..
=> ସରଳ କରିବା
=> ପରୋକ୍ଷଭାବେ ପଚାରିବା
=> ଜଟିଳ କରିବା
32) କେଉଁ ପଦ୍ଧତିରେ ପୂର୍ବ ପ୍ରତିଷ୍ଠିତ ନିୟମକୁ ବ୍ୟବହାର କରି ଗାଣିତିକ ସମସ୍ୟା ସମାଧାନ କରାଯାଇଥାଏ ?
=> ଅବରୋହ..
=> ଆରୋହ
=> ବିସ୍ଲେସଣ
=> ସଂସ୍ଲେସଣ
33) କେଉଁଟି ଗଣିତ ଶିକ୍ଷାଦାନ ଉଦ୍ଦେଶ୍ୟର ଠିକ କ୍ରମ ?
=> ବୋଧ, ମୂଲ୍ୟାୟନ, ଜ୍ଞାନ ପ୍ରୟୋଗ
=> ଜ୍ଞାନ, ପ୍ରୟୋଗ, ବୋଧ ମୂଲ୍ୟାୟନ
=> ମୂଲ୍ୟାୟନ, ପ୍ରୟୋଗ, ବୋଧ ଜ୍ଞାନ
=> ଜ୍ଞାନ, ବୋଧ, ପ୍ରୟୋଗ ମୂଲ୍ୟାୟନ..

34) ଗଣିତ ଶିକ୍ଷା ଲାଭ କରିବା ଦ୍ୱାରା ଶିଶୁ ନିମ୍ନୋକ୍ତ କେଉଁ ଗୁଣର ଅଧିକାରୀ ହୋଇଥାଏ ?
=> ସଂକ୍ଷିପ୍ତ ଅଭିବ୍ୟକ୍ତି
=> କ୍ରମାନୁସାରି
=> ଅଧିକ ଶୃଙ୍ଖଳା ଜ୍ଞାନ
=>  ସମସ୍ତ..
35) ଗଣିତ ଶିକ୍ଷାଦାନର କେଉଁ ପଦ୍ଧତିରେ ଶିଶୁ ଅଧିକ ସକ୍ରିୟ ରହେ ନାହିଁ ?
=> ଶିକ୍ଷଣ କାର୍ଯ୍ୟଭିତ୍ତିକ ପଦ୍ଧତି
=> ପ୍ରକଳ୍ପ
=> କ୍ରୀଡା                                                        
=> ବିସ୍ଲେଷଣ..
36) ଶିକ୍ଷକ ସହାୟକ ପୁସ୍ତିକାରେ ' ନଥାଏ ?
=> ଶିକ୍ଷକଙ୍କର ଅଭିଜ୍ଞତା..                                                      
=> ମୂଲ୍ୟାୟନ                                    
=> ଶିକ୍ଷାଦାନ ଉପକରଣର ଯଥାଯଥଃ ବ୍ୟବହାର      
=> ଶିକ୍ଷାଦାନ ପଦ୍ଧତି
37) ଗଣିତ ଶିକ୍ଷାଦାନ ପାଇଁ ' ଡୋମିନୋ ' ' ନାପିୟର ' ଠିକ ବ୍ୟବହାର ' ?
ଉତ୍ତର : ନାପିୟର ଗୁଣନଖନ୍ଦା ଶିଖିବା ପାଇଁ ଡୋମିନା ସଂଖ୍ୟା ଗଣିବା ପାଇଁ
38) " ତ୍ରିଭୁଜର ତିନିକୋଣ ମାପର ସମଷ୍ଟି 180° " - ଏହାର ଯୁକ୍ତିମୂଳକ ପ୍ରମାଣ ଉପସ୍ଥାପନ କରିବା ପାଇଁ ଶିକ୍ଷକ କେଉଁ ପଦ୍ଧତି ଅବଲମ୍ବନ କରିବେ ?
=> ଉଭୟ ଆରୋହ ଅବରୋହ
=> ଆରୋହ
=> ଉଭୟ ବିସ୍ଲେସଣ ସଂସ୍ଲେସଣ..
=> ବିସ୍ଲେସଣ
39) ଗଣିତ ଶିକ୍ଷଣର ନିମ୍ନଲିଖିତ ଉଦ୍ଦେଶ୍ୟ ମଧ୍ୟରୁ କେଉଁଟି ଭାବାତ୍ମକ ଉଦ୍ଦେଶ୍ୟ
=> ଗଣିତ ସମ୍ବନ୍ଧରେ ଜ୍ଞାନ ଆହରଣ  କରିବା 
=> ନୂତନ ପରିସ୍ଥିତିରେ ଗାଣିତିକ ଜ୍ଞାନକୁ ପ୍ରୟୋଗ କରିବା 
=> ଗଣିତ ଶିକ୍ଷଣ ପ୍ରତି ଆଗ୍ରହ ବୃଦ୍ଧି କରିବା.. 
=> ଲେଖଚିତ୍ର ତର୍ଜମା କରିବାରେ ଦକ୍ଷତା ଲାଭ କରିବା 
40) ଗଣିତ ଶିକ୍ଷାଦାନ ପାଇଁ ପ୍ରକଳ୍ପ ପ୍ରଣାଳୀ କେଉଁ ଦାର୍ସନିକଙ୍କ ତତ୍ତ୍ୱ ଉପରେ ପର୍ଯ୍ୟବେସିତ
=> ଜନ୍ ଡିଉଇ.. 
=> ଷ୍ଟିଭେନସନ 
=> ଗାଲିଲିଓ 
=> କୌଣସି ଟି ନୁହେଁ 
41) ଗଣିତ ଶିକ୍ଷଣ ପାଇଁ " କାର୍ଯ୍ୟ ପଦ୍ଧତି " ସହ କେଉଁଟି ସମ୍ପର୍କିତ ନୁହେଁ
=> ପ୍ରତ୍ୟେକ ଶିକ୍ଷାର୍ଥୀ ସକ୍ରିୟ ରହନ୍ତି 
=> ପ୍ରତ୍ୟେକ ଶିକ୍ଷାର୍ଥୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରନ୍ତି 
=> ପ୍ରତ୍ୟେକ ଶିକ୍ଷାର୍ଥୀ ଆନନ୍ଦ ଉପଭୋଗ କରନ୍ତି 
=> ଶିକ୍ଷକଙ୍କ କାର୍ଯ୍ୟଭାର ହ୍ରାସ ପାଇଁଥାଏ.. 
42) କେଉଁ କ୍ଷେତ୍ରରେ ଶିକ୍ଷକ ବିସ୍ଲେସଣ ପଦ୍ଧତି ବ୍ୟବହାର କରନ୍ତି
=> ଅଜ୍ଞାତରୁ ଜ୍ଞାତର ଶିକ୍ଷାଦାନ ପାଇଁ..                                    
=> କଳ୍ପନାରୁ ଅନୁସିଦ୍ଧାନ୍ତର ପ୍ରମାଣ ପାଇଁ 
=> ଜଣାଯାଇଥିବା ସତ୍ୟର ଉପସ୍ଥାପନ ପାଇଁ              
=> ଏମାନଙ୍କ ମଧ୍ୟରୁ କେହି ନୁହେଁ 
43) ନିମ୍ନୋକ୍ତ କେଉଁ କାର୍ଯ୍ୟ ପାଇଁ ଗଣିତ ପାଠ୍ୟପୁସ୍ତକ ବ୍ୟବହାର କରିବାର ଆବଶ୍ୟକତା ନ ଥାଏ
=> ଶିକ୍ଷାର୍ଥୀ ମାନଙ୍କର ସ୍ଵଶିକ୍ଷଣ 
=> ଗଣିତ ପ୍ରଶ୍ନପତ୍ର ନକ୍ସା ପ୍ରସ୍ତୁତି 
=> ଶିକ୍ଷକଙ୍କର ପାଠ୍ୟଯୋଜନା ପ୍ରସ୍ତୁତି 
=> ଅନ୍ୟ ବିଷୟ ସହିତ ଗଣିତ ଶିକ୍ଷାଦାନର ସମ୍ପର୍କ ସ୍ଥାପନ.. 
44) ସଂଖ୍ୟାରେଖାରେ ସଂଖ୍ୟା ଚି଼ହ୍ନଟ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କର ନିମ୍ନୋକ୍ତ ମଧ୍ୟରୁ କେଉଁ ଧାରଣା ଥିବା ଦରକାର
=> ସଂଖ୍ୟାରେଖା ସମ୍ପର୍କରେ ଧାରଣା 
=> ସଂଖ୍ୟାରେଖା ଉପରେ ମୂଳବିନ୍ଦୁ ନେବା 
=> ସଂଖ୍ୟାରେଖା ଉପରେ ଋଣାତ୍ମକ ଧନାତ୍ମକ ଦିଗ 
=> ଉପରୋକ୍ତ ସମସ୍ତ.. 
45) ଜଣେ ଛାତ୍ର ବିଭିନ୍ନ ଆକାରର ଚତୁର୍ଭୁଜ ଅଙ୍କନ କରି ସେମାଙ୍କର କୋଣଗୁଡିକୁ ମାପ କରି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଚତୁର୍ଭୁଜର ଚାରି କୋଣର ସମଷ୍ଟି 360° | ଏହା ଗଣିତ ଶିକ୍ଷଣର କେଉଁ ପଦ୍ଧତିକୁ ସୂଚାଉଛି
=> ଆରୋହ..
=> ଅବରୋହ 
=> ବିସ୍ଲେସଣ 
=> ସଂସ୍ଲେସଣ 
46) " ପ୍ରତ୍ୟେକ ମୌଳିକ ସଂଖ୍ୟାର ଦୁଇଟି ଗୁଣନୀୟକ ଥାଏ " - ପ୍ରାଥମିକ ସ୍ତରରେ ଏହାର ପ୍ରମାଣ ନିମନ୍ତେ କେଉଁ ପଦ୍ଧତିଟି ଅବଲମ୍ବନ କରାଯିବ ଉଚିତ
=> ଆରୋହ..
=> ଅବରୋହ 
=> ବିସ୍ଲେସଣ 
=> ସଂସ୍ଲେସଣ 
47) ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ବଜାରରେ କିଣାକିଣି କଲାବେଳେ ଟଙ୍କାପଇସାର ଠିକ ହିସାବ କରିପାରୁଛି | ସେ ଗଣିତ ଶିକ୍ଷାର କେଉଁ ଉଦ୍ଦେଶ୍ୟ ହାସଲ କରିପାରିଛି
=> ଜ୍ଞାନ ଆହରଣ                        
=> ଅବବୋଧନ 
=> ଜ୍ଞାନର ପ୍ରୟୋଗ..             
=> ଜ୍ଞାନର ବିସ୍ଲେସଣ 
48) ଜ୍ଞାନାତ୍ମକ ବିକାଶର କେଉଁ ପର୍ଯ୍ୟାୟରେ ଶିକ୍ଷାର୍ଥୀ ବାସ୍ତବ ବସ୍ତୁ ବିଷୟରେ ଜ୍ଞାନ ଆହରଣ କରେ
=> ସମ୍ବେଦୀକାରକ 
=> ପ୍ରାକ୍-ସଂକାର୍ଯ୍ୟ 
=> ସ୍ଥୁଳ-ସଂକାର୍ଯ୍ୟ..
=> ବିମୂର୍ତ୍ତ-ସଂକାର୍ଯ୍ୟ 
49) ନିମ୍ନୋକ୍ତ ପ୍ରଶ୍ନଗୁଡିକ ମଧ୍ୟରୁ କେଉଁଟି ବହୁ-ବିକଳ୍ପ ପ୍ରଶ୍ନ ଅଟେ ?
=> 1, 4, 9, 16 _____ ( ଶୂନ୍ୟସ୍ଥାନ ପୂରଣ କର )
=> 60 50% = ?
=> 5 : 15 :: 7 : _____ (ସମ୍ପର୍କ ସ୍ଥାପନ କରି ଶୂନ୍ୟସ୍ଥାନ  ପୂରଣ କର )
=> 0, 0.5, 1, 2 ( ଗୁଡିକ ମଧ୍ୟରୁ କେଉଁଟି ପୂର୍ଣ୍ଣ ସଂଖ୍ୟା  ନୁହେଁ ? )..
50) ଜଣେ ଛାତ୍ର ଗଣିତ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି | ଏହା ଗଣିତ ଶିକ୍ଷଣର କେଉଁ ଉଦ୍ଦେଶ୍ୟ ସୂଚାଉଛି ?
=> ଜ୍ଞାନାତ୍ମକ
=> ଭାବାତ୍ମକ..
=> କ୍ରିଆତ୍ମକ
=> ସମସ୍ତ ଉଦ୍ଦେଶ୍ୟ
51) ପ୍ରାଥମିକ ବିଦ୍ୟାଳୟ ପାଠ୍ୟକ୍ରମରେ ଥିବା କେଉଁ ବିଷୟ ସହ ଗଣିତର ସହ-ସମ୍ପର୍କ ଅଛି ?
=> ସାଧାରଣ ଜ୍ଞାନ                       
=> ପରିବେଶ ଅଧ୍ୟୟନ
=> ସାମାଜିକ ପାଠ                       
=>  ସମସ୍ତ..
52) ଜଣେ ଛାତ୍ର, ପରିଷ୍କାର ନିର୍ଭୁଲ ଭାବରେ ଜ୍ୟାମିତିକ ଚିତ୍ର ଗ୍ରାଫ ଅଙ୍କନ କରିପାରୁଛନ୍ତି | ସେ ଗଣିତ ଶିକ୍ଷଣର କେଉଁ ଲକ୍ଷ୍ୟ ହାସଲ କରିଛନ୍ତି ?
=> ଜ୍ଞାନାତ୍ମକ
=> ବୋଧ
=> କ୍ରିୟାତ୍ମକ
=>  ସମସ୍ତ..

53) ଜଣେ ଛାତ୍ର ଦିଆଯାଇଥିବା ସଂଖ୍ୟା ମାନଙ୍କ ମଧ୍ୟରୁ ମୌଳିକ ସଂଖ୍ୟାଗୁଡିକ ବାଛି ପାରୁଛନ୍ତି | ସେ ଗଣିତ ଶିକ୍ଷଣର କେଉଁ ଉଦ୍ଦେଶ୍ୟ ହାସଲ କରିଛନ୍ତି ?
=> ଜ୍ଞାନ ଆହରଣ
=> ଗାଣିତିକ ତଥ୍ୟକୁ ବୁଝିପାରିବା..
=> ଜ୍ଞାନକୁ ପ୍ରୟୋଗ କରିବା
=> ଏଥି ମଧ୍ୟରୁ କୌଣସିଟି ନୁହେଁ
54) କେଉଁ ଗାଣିତିକ ପ୍ରକ୍ରିୟା ଶିକ୍ଷାଦାନ ପାଇଁ ନାପିୟର ଖଣ୍ଡ ବ୍ୟବହାର କରାଯାଏ ?
=> ସଂଖ୍ୟା ଗଣନା
=> ସଂଖ୍ୟାର ସ୍ଥାନୀୟ ମାନ
=> ଯୋଗବିୟୋଗ ପ୍ରକ୍ରିୟା
=> ଗୁଣନ ପ୍ରକ୍ରିୟା..
55) ଜଣେ ତୃତୀୟ ଶ୍ରେଣୀ ଛାତ୍ର ଅଧିକାଂଶ ସମୟରେ ଭାଗକ୍ରିୟା ଭୁଲ କରନ୍ତି | ଏହାର କାରଣ ଜାଣିବା ପାଇଁ କେଉଁ ପ୍ରକାର ମୂଲ୍ୟାୟନର ସାହାଯ୍ୟ ନେବ ?
=> ନିଦନାତ୍ମକ..
=> ଗଠନମୂଳକ
=> ବ୍ୟବସ୍ଥାନ
=> ସମାପ୍ତିସୂଚକ
56)" ଅଯୁଗ୍ମ ସଂଖ୍ୟାକୁ ଅଯୁଗ୍ମ ସଂଖ୍ୟାରେ ଗୁଣନ କଲେ ଗୁଣଫଳ ଏକ ଅଯୁଗ୍ମ ହୁଏ |" ଏହି ତଥ୍ୟ ଶିକ୍ଷଦାନ ପାଇଁ ତୁମେ କେଉଁ ଶିକ୍ଷାଦାନ ପ୍ରଣାଳୀ ଅବଲମ୍ବନ କରିବ ?
=> ଆରୋହ..
=> ଅବରୋହ
=> ବିସ୍ଲେସଣ
=> ସଂସ୍ଲେସଣ
57) ପ୍ରାଥମିକ ବିଦ୍ୟାଳୟରେ ଗଣିତ ପଢ଼ାଯିବା ଉଚିତ୍ କାହିଁକି ?
=> ଦୈନନ୍ଦିନ ଜୀବନରେ ଗଣିତର ବହୁଳ ବ୍ୟବହାର..
=> ଗଣିତ ଜ୍ଞାନ ବିନା ଉଚ୍ଚ ଶିକ୍ଷା ଅସମ୍ଭବ
=> ଗଣିତର ନିଜସ୍ୱ ଭାଷା ଅଛି
=> ଗଣିତ ଜ୍ଞାନ ବିନା ପାଠ୍ୟକ୍ରମରେ ଥିବା ଅନ୍ୟ ବିଷୟ ବୁଝି ହେବ ନାହିଁ
58) 30 ପୂର୍ବବର୍ତ୍ତୀ ଗଣନ ସଂଖ୍ୟାଟି _______ | ଏହା କି ପ୍ରକାର ପ୍ରଶ୍ନ ?
=> ସ୍ୱଳ୍ପ ଉତ୍ତର ମୂଳକ
=> ସମାପନ ମୂଳକ..
=> ଚି଼ହ୍ନଟ ମୂଳକ
=> ବହୁ ବିକଳ୍ପ
59) ନିମ୍ନରେ ଦିଆଯାଇଥିବା ଗଣିତ ଶିକ୍ଷାଦାନର କେଉଁ ପଦ୍ଧତି ଅଧିକ ଶିଶୁ-କୈନ୍ଦ୍ରିକ ଅଟେ ?
=> ବିସ୍ଲେସଣ
=> ସଂସ୍ଲେସଣ
=> ଆରୋହ-ଅବରୋହ
=> କ୍ରୀଡା..
60) ( a+b )2=କେତେ ? ଏହି ପ୍ରଶ୍ନଟି ଗଣିତ ଶିକ୍ଷାର କେଉଁ ଉଦ୍ଦେଶ୍ୟ ଉପରେ ଆଧାରିତ?
=> ଜ୍ଞାନ..
=> ବୋଧ
=> ପ୍ରୟୋଗ
=> ସମସ୍ତ
61) କେଉଁଟି ଗଣିତର ସ୍ୱରୂପ ସମ୍ପର୍କିତ ନୁହେଁ ?
=> ନିର୍ଦ୍ଧିଷ୍ଟତା
=> ନିର୍ଦ୍ଧିଷ୍ଟକ୍ରମ
=> ବ୍ୟାପକ ଅଭିବ୍ୟକ୍ତି..
=> ସଂରଚନା
62) ଗଣିତ ଶିକ୍ଷାଦାନର କେଉଁ ପଦ୍ଧତିରେ ଅଜ୍ଞାତରୁ ଜ୍ଞାତ ଆଡକୁ ଜଣେ ଅଗ୍ରସର ହୋଇଥାଏ ?
=> ଆରୋହ
=> ଅବରୋହ
=> ସଂସ୍ଲେସଣ
=> ବିସ୍ଲେସଣ..
63) ଗଣିତ ସହପାଠ୍ୟ କାର୍ଯ୍ୟକ୍ରମ ଦୃଷ୍ଟିକୋଣରୁ କେଉଁଟି ଭିନ୍ନ ?
=> ଗଣିତ ମେଳା                                
=> ଗଣିତ କୁଇଜ
=> ଗଣିତ କ୍ଲବ                        
=> ଗଣିତ ପ୍ରକଳ୍ପ..
 64) " ଗୋଟିଏ ତ୍ରିଭୁଜର ସମସ୍ତ କୋଣର ପରିମାଣ ସମାନ ହେଲେ ଏହା କେଉଁ ପ୍ରକାର ତ୍ରିଭୁଜ ? " ଏହା କେଉଁ ପ୍ରକାର ପ୍ରଶ୍ନ ?
=> ବହୁ ବିକଳ୍ପ                   
=> ନିର୍ବାଚନ ମୂଳକ
=> ସ୍ମରଣ ମୂଳକ..                              
=> ସମ୍ପର୍କ ନିର୍ଣୟାତ୍ମକ
65. ଗଣିତ ପାଠ ଆରମ୍ଭରେ ଶିକ୍ଷାର୍ଥୀ ' ଶିଖିଥାଏ?
=> 1 ଠାରୁ 10 ପର୍ଯ୍ୟନ୍ତ ସଂଖ୍ୟା ଗଣିବା..
=> 1 ଠାରୁ 10 ପର୍ଯ୍ୟନ୍ତ କ୍ରମାନୁସାରେ ବସ୍ତୁ ଗଣିବା
=> 1 ଠାରୁ 10 ପର୍ଯ୍ୟନ୍ତ କ୍ରମାନୁସାରେ ଲେଖିବା
=> 0 ଠାରୁ 9 ପର୍ଯ୍ୟନ୍ତ ଅଙ୍କଗୁଡିକ ଚି଼ହ୍ନଟ କରିବା
66. ଗଣିତ ଶିକ୍ଷାଦାନରେ କେଉଁ ପଦ୍ଧତିରେ ସିଦ୍ଧାନ୍ତରୁ ପ୍ରମାଣ ଆରମ୍ଭ ହୋଇଥାଏ?
=> ବିସ୍ଲେସଣ
=> ସଂସ୍ଲେସଣ
=> ଆରୋହଣ
=> ଅବରୋହ..
67. ଉଚ୍ଚପ୍ରାଥମିକ ଶ୍ରେଣୀରେ ଜ୍ୟାମିତିକ ଉପପାଦ୍ୟ ପରୀକ୍ଷଣ ପଦ୍ଧତିରେ ଶିକ୍ଷା ଦିଆଯାଏ | ଏଠାରେ ଶିକ୍ଷଣର ଗତି କିପରି ହୋଇଥାଏ?
=> ସରଳରୁ ଜଟିଳ
=> ଜଟିଳରୁ ସରଳ
=> ସାଧାରଣରୁ ନିର୍ଦ୍ଧିଷ୍ଟ
=> ନିର୍ଦିଷ୍ଟରୁ ସାଧାରଣ..


68. ଗଣିତ ଶିକ୍ଷା ଦ୍ୱାରା ଶିଶୁର କେଉଁ ଗୁଣର ବିକାଶ ଘଟିଥାଏ?
=> ଶୃଙ୍ଖଳିତ ଆଚରଣ
=> ସଜ୍ଜିକରଣ ଦକ୍ଷତା
=> ସଂକ୍ଷିପ୍ତ ଅଭିବ୍ୟକ୍ତି
=> ସମସ୍ତ..
69. ଗଣିତ ଶିକ୍ଷାଦାନ ନିମନ୍ତେ ପ୍ରସ୍ତୁତ ପାଠ ଯୋଜନାରେ କେଉଁଟି ନଥାଏ?
=> ବାର୍ଷିକ କାର୍ଯ୍ୟ ଦିବସ..
=> ଶିକ୍ଷାଦାନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ
=> ଶିକ୍ଷଣ ଉପକରଣ
=> ମୂଲ୍ୟାୟନ ପ୍ରଣାଳୀ
70. ଜଣେ ଶିକ୍ଷକ ଜ୍ୟାମିତି ଶିକ୍ଷାଦାନରେ ପ୍ରମାଣରୁ ଆରମ୍ଭ କରି ଦତ୍ତରେ ପହଁଚିଲେ | ସେ ଶିକ୍ଷାଦାନ ନିମନ୍ତେ କେଉଁ ପଦ୍ଧତି ଅବଲମ୍ବନ କଲେ?
=> ଅରୋହ
=> ଅବରୋହ
=> ବିସ୍ଲେସଣ..
=> ସଂସ୍ଲେସଣ
71) କେଉଁଟି ଗଣିତ ଶିକ୍ଷା ଅନ୍ତର୍ନିହିତ ସରଂଚନା ସମ୍ପର୍କିତ ନୁହେଁ ?
=> ନିର୍ଦ୍ଧିଷ୍ଟ କ୍ରମ
=> ବିସ୍ଲେସଣ ସଂସ୍ଲେସଣ..
=> ସଂକ୍ଷିପ୍ତ ଅଭିବ୍ୟକ୍ତି
=> ନିର୍ଦ୍ଧିଷ୍ଟତା
72) କେଉଁଟି ଏକ ପର୍ଯ୍ୟବେକ୍ଷଣ କୌଶଳ ଅଟେ ?
=> ମାନକୀକୃତ ପରୀକ୍ଷଣ
=> ରେଟିଂ ସ୍କେଲ
=> ସାକ୍ଷାତକାର..
=> ପ୍ରଶ୍ନଗୁଛ
73) ନିମ୍ନୋକ୍ତ ଶୈକ୍ଷିକ ଉଦ୍ଦେଶ୍ୟ ଗୁଡିକ ମଧ୍ୟରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ ?
=> ଠିକ ଉତ୍ତର ଚୟନ
=> ବିନ୍ଦୁ ସଂଯୋଗ ଦ୍ୱାରା ଜ୍ୟାମିତିକ ଚିତ୍ର ଅଙ୍କନ..
=> ସାନରୁ ବଡ଼ କ୍ରମରେ ସଂଖ୍ୟାଗୁଡ଼ିକର ସଜ୍ଜିକରଣ
=> ମୌଳିକ ସଂଖ୍ୟାଗୁଡ଼ିକର ପୃଥକୀକରଣ
74) ଗଣିତ ଶିକ୍ଷାଦାନ ନିମନ୍ତେ ଶୈକ୍ଷିକ ଉଦ୍ଦେଶ୍ୟଗୁଡିକର କେଉଁ କ୍ରମଟି ଠିକ୍?
=> ବୋଧ, ବିସ୍ଲେସଣ, ଜ୍ଞାନ ପ୍ରୟୋଗ
=> ଜ୍ଞାନ, ପ୍ରୟୋଗ, ବୋଧ ବିସ୍ଲେସଣ
=> ପ୍ରୟୋଗ, ବିସ୍ଲେସଣ, ଜ୍ଞାନ ବୋଧ
=> ଜ୍ଞାନ, ବୋଧ, ପ୍ରୟୋଗ ବିସ୍ଲେସଣ..
75) ନିମ୍ନ ପ୍ରାଥମିକ ସ୍ତରରେ ବିଭିନ୍ନ ଜ୍ୟାମିତିକ ଆକୃତିର ବାସ୍ତବ ଧାରଣା ଦେବାପାଇଁ ମୁଖ୍ୟତଃ କେଉଁଟି କରାଯିବା ଉଚିତ?
=> କଳାପଟାରେ ଚିତ୍ର ଅଙ୍କନ କରିବା
=> ଚାର୍ଟ ପ୍ରଦର୍ଶନ କରିବା
=> ବିଭିନ୍ନ ଆକୃତିର ବସ୍ତୁ ପ୍ରଦର୍ଶନ କରିବା..
=> ମଡେଲ ପ୍ରଦର୍ଶନ କରିବା

Download PDF : CLICK HERE


1 comment:

  1. Emiti odia language re odia ,CDP,math,eng ,EVs kemiti pai paribi plz kuhantu sir

    ReplyDelete